ଅଧାରେ ଅଟକିଲା ବନ୍ଦେ ଭାରତ
ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ମଞ୍ଜୁରୀରୋଡ୍ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଛି । ଇଞ୍ଜିନରୁ ବିଦ୍ୟୁତ୍ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ବନ୍ଦେ ଭାରତ ଅଟକି ରହିଥିବା ଜଣାପଡ଼ିଛି । ହେଲେ ବନ୍ଦେ ଭାରତରେ ହୋଇଥିବା ଅସୁବିଧା!-->…
