ଝାରସୁଗୁଡ଼ା ଉପନିର୍ବାଚନ: ଭୋଟ୍ଗଣତି ନେଇ ସିଇଓଙ୍କ ସମୀକ୍ଷା
ଝାରସୁଗୁଡ଼ା ଭୋଟ୍ ଶେଷ ହେବା ପରେ ଇଭିଏମ୍ଗୁଡ଼ିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମ୍ରେ ରହିଛି । ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହେବ । ଏହାପରେ ଅର୍ଥାତ ଠିକ୍ ସାଢ଼େ ୮ରେ ଇଭିଏମ୍ ଗଣତି ଆରମ୍ଭ ହେବ । ମୁଖ୍ୟ!-->…
