ନ୍ୟୁଡ ଭିଡିଓ କଲ୍ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ
ନ୍ୟୁଡ୍ ଭିଡିଓ କଲ୍ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍ ଭିଡିଓ କଲ୍ କରି ପାଖାପାଖି ସାଢେ ୮ଲକ୍ଷ ଟଙ୍କା ନେଇ ଯାଇଥିଲେ ଏହି ସାଇବର ଲୁଟେରା । ରାଜସ୍ଥାନର ଭରତପୁର!-->…
