ସରିଲା ରାଜ୍ୟ କ୍ୟାବିନେଟ ବୈଠକ: ୧୫ ପ୍ରସ୍ତାବକୁ ମୋହର
ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ ପାଇଁ ଓଡ଼ିଶା ପ୍ରାୟୋଜକ ରହିବ । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହ ୬ ଲେନ ବିଶିଷ୍ଟ କଟକ ରିଙ୍ଗ ରୋଡ ଆହୁତ!-->…
