ପଞ୍ଚଭୂତରେ ଲୀନ ହେଲେ ଶହୀଦ ଦେବାଶିଷ ବିଶ୍ୱାଳ
ହେ ବୀର ଯବାନ ତୁମକୁ ସତ ସଲାମ । ଦେଶ ମାତୃକା ପାଇଁ ଆପଣଙ୍କ ବଳିଦାନ ଅତୁଳନୀୟ । ଏ ଦେଶ ଏ ମାଟି ଆପଣଙ୍କ ବଳିଦାନ ପାଇଁ ସବୁବେଳେ ମନେ ରଖିବ । ଶହୀଦ ଦେବାଶିଷ ବିଶ୍ୱାଳ ଅମର ରହେ । ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀର ସହିଦ ଦେବାଶିଷ ବିଶ୍ୱାଳ ପଞ୍ଚଭୂତରେ ଲୀନ!-->…
