ନ୍ୟୁଜିଲ୍ୟାଣ୍ଡରେ ୭.୨ ତିବ୍ରତାର ଭୂକମ୍ପ ଝଟକା
ଦୁନିଆର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ଭୂକମ୍ପ ଝଟକା ଅନୁଭବ ହେଉଥିବା ଦେଖାଯାଉଛି। ଏହାମଧ୍ୟରେ ସୋମବାର ସକାଳେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି। ଏଥିରେ!-->…
