ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର
କେନ୍ଦୁଝର ସହରର ମଧ୍ୟଭାଗରେ ଥିବା ଡେଲି ମାର୍କେଟରେ ସୋମବାର ଭୋରରୁ ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର ହୋଇ ଯାଇଥିବା ବେଳେ ୧୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ସୋମବାର ଭୋର ପ୍ରାୟ ୫ଟା ୧୫ମି.ରେ ଡେଲି ମାର୍କେଟରେ ଥିବା ଖଗ ମହାନ୍ତିଙ୍କ ମସଲା!-->…
