ହିନ୍ଦୋଳ-ଅତାବିରା ଏନଏସି ନିର୍ବାଚନ: ୫ରେ ଗଣତି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏଏସିରେ ନିର୍ବାଚନ ଶେଷ ହୋଇଛି । ଏହି ଦୁଇଟି ଏନଏଏସିର ମୋଟ ୨୮ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ଆସନ୍ତା ୫ତାରିଖରେ ଗଣତି କରାଯିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ!-->…
