ଭାରତର ରହସ୍ୟମୟୀ ଦୁର୍ଗ,ଏଠାକୁ ଗଲେ ଅଦୃଶ୍ୟ ହୋଇଯାଆନ୍ତି ଲୋକେ
ଯଦି ଆପଣ ଭୂତ ପେତ ଉପରେ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଏହି ଦୁର୍ଗ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯେଉଁଠିକୁ ଲୋକମାନେ ଯିବାକୁ ଭୟ କରିଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ରହସ୍ୟମୟ ଦୁର୍ଗ ବିଷୟରେ କହିବାକୁ!-->…
