Odia News Portal

ଏପ୍ରିଲ ପହିଲାରୁ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ରାଜ୍ୟରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ତା’ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଛି SOP । ଏପ୍ରିଲ ପହିଲାରୁ ୭

ବିଭୂତି ବଳବନ୍ତରାୟ ଖୋର୍ଦ୍ଧା ଜିଲ୍ଲାର ନୂତନ ସଭାପତି 

ଖୋର୍ଦ୍ଧା ଜିଲ୍ଲାର ନୂତନ ସଭାପତି ଏବଂ ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି

ସ୍କୁଲ ଛାତରୁ ଫ୍ୟାନ ଖସି ୨ଛାତ୍ରୀ ଆହତ

ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଉଛି।ମାତ୍ର ପରବର୍ତି ପରିସ୍ଥିତିରେ ସେ ସବୁର ରକ୍ଷଣାବେକ୍ଷଣ ଅଭାବରୁ ତାହାର ଭୟଙ୍କର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ଗ୍ରାମ

ଭେଟଘାଟ ଭେଟି: ନବୀନ ଦେଲେ ଛେନାପୋଡ, ମମତା ଦେଲେ ଚାଦର

ନବୀନ ନିବାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ । ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଦୁଇ ରାଜ୍ୟର ସ୍ୱାର୍ଥ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏନେଇ ମିଳିତ ପ୍ରତିକ୍ରିୟା ଦେଇଥିବା ବେଳେ ସାକ୍ଷାତକାର ବେଳେ ଦୁହେଁ ଦୁହିଁଙ୍କୁ ଭେଟି ଦେଇଛନ୍ତି ଉପହାର । ମମତା

ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଗତ ୫

ଜେଲ୍ ଯିବେ ମଦୁଆ ଡ୍ରାଇଭର

ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ସୂଚନା ଦେଲେ ପରିବହନ ଏପଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡାକଡି । ଧରାପଡିଲେ କେବଳ ଜରିମାନା ନୂହେଁ ଜେଲ ପଠାଯିବ । ଏନେଇ

ଆଜିଠାରୁ ପୁଣି ପଶ୍ଚିମାଝଡର ପ୍ରଭାବରେ ବର୍ଷା,୯ଜିଲ୍ଲାରେ ପ୍ରବଳ ବର୍ଷିବ

ଆଜିଠାରୁ ରାଜ୍ୟରେ ପୁଣି ଏକ ପଶ୍ଚିମାଝଡର ପ୍ରଭାବରେ ରାଜ୍ୟବ୍ୟାପି ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ମନମୋହନ ସାମଲ

ବଦଳିଲେ ରାଜ୍ୟ ବିଜେପି ମୁଖିଆ । ନୁଆ ବିଜେପି ରାଜ୍ୟ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ । ମନମୋହନଙ୍କୁ ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ ସାମଲ । ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ

ବିଧାନସଭାରେ ଉପସ୍ଥାପନ ହେବ ନୂଆ ଆପର୍ଟମେଣ୍ଟ ମାଲିକାନା ଆଇନ

ଖୁବଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିବ। ବୁଧବାର ଦିନ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ନୂଆ ଆଇନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିସାରିଛି।

ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା

ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା। ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା