ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ
ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ଆବୋଲି ସୁନିଲ ନରଭାନେ ହେଲେ ଝାରସୁଗୁଡା ଜିଲ୍ଲାପାଳ । ସରୋଜ ସାମଲଙ୍କ ସ୍ଥାନରେ ନରଭାନେ ଜିଲ୍ଲାପାଳ ହେଲେ । ଏଡିଏମ୍ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଜଏନ୍ କରିବାକୁ ନରଭାନେଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ସେ ବର୍ତ୍ତମାନ!-->…
