ରାଜ୍ୟରେ ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ବଳି ପଡ଼ିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ରାଜ୍ୟରେ ଖରିଫ ଓ ରବି ଋତୁ ରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ। ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ। ଆଉ ୩୦ ଲକ୍ଷ ମେଟ୍ରିକ ଟନ ରହିଯାଏ। ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ମେଟ୍ରିକ ଟନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬!-->…
