ଅଟୋ-ରିକ୍ସାରେ ଚଢ଼ି, ମସଲା ଚା ପିଇ ଭାରତ ଗସ୍ତ ସମ୍ପନ୍ନ କରିଛନ୍ତି ବ୍ଲିଙ୍କେନ୍
ଅଟୋ-ରିକ୍ସାରେ ଚଢ଼ି, ମସଲା ଚା ପିଇ ଏବଂ ଭାରତରେ ବାସ କରୁଥିବା ଆମେରିକୀୟମାନଙ୍କୁ ଭେଟି ଶୁକ୍ରବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତ ଗସ୍ତ ସମ୍ପନ୍ନ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ’ରେ ଯୋଗ ଦେବା ଲାଗି ଭାରତ!-->!-->!-->…
