ମାର୍ଚ୍ଚ ୮ରେ ତ୍ରିପୁରାରେ ନୂତନ ସରକାରଙ୍କ ଶପଥ ଗ୍ରହଣ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ
ଆସନ୍ତା ମାର୍ଚ୍ଚ ୮ରେ ତ୍ରିପୁରାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ | ତ୍ରିପୁରାର ବିବେକାନନ୍ଦ ମଇଦାନରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି!-->…
