ମମତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହେଲେ କଂଗ୍ରେସ ନେତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବାରୁ କଂଗ୍ରେସ ନେତା ଏବଂ ଓକିଲ କୌସ୍ତବ ବାଗ୍ଚି ଗିରଫ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାକପୁର ସ୍ଥିତ ବାଗ୍ଚିଙ୍କ ବାସଭବନରେ ଏକ ବିଶାଳ ପୁଲିସ ଟିମ୍ ଚଢ଼ଉ କରି ଶନିବାର ଭୋର୍ ପ୍ରାୟ!-->…
