୧୧.୩୦ ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି
ଆଜି ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ!-->…
