ବିମାନ ପାହାଚରେ ଆରୋହଣ କରିବା ବେଳେ ଝୁଣ୍ଟି ପଡିଲେ ଜୋ ବାଇଡେନ
ପୋଲାଣ୍ଡ୍ର ୱାର୍ସରେ ‘ଏୟାର୍ ଫୋର୍ସ ୱାନ୍’ ବିମାନର ପାହାଚ ଆରୋହଣ କରିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଝୁଣ୍ଟି ପଡ଼ିଯିବା ପରି ମନେହେଉଛି।
ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାଇରାଲ୍ ହେଉଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି ଉପର ପାହାଚରେ ଝୁଣ୍ଟି ଜୋ!-->!-->!-->…
