Odia News Portal

ଛେନାପୋଡ଼କୁ ମିଳିବ GI tag

ଆୟୁଷ୍ମାନ ଯାଜପୁର ମହୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ବେଳେ ଛେନାପୋଡ଼ ଖାଇଥିଲେ । ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ, ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ମୋ ଜୀବନର ‘ଡାର୍କ ସାଇଡ୍‌ (ଦୁଃଖ ମୁହୂର୍ତ୍ତ)’କୁ ସଫଳତାର ସହ ଏଡ଼ାଇ ଦେଉଛି।’ ଆୟୁଷ୍ମାନଙ୍କ ଏହି ଟ୍ୱିଟ…

ଏଥର ରାଜ୍ୟରେ ୩୦ ନୁହେଁ ରହିବ ୩୫ ଜିଲ୍ଲା

ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଛି ସ୍ବର। ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ୫ ନୂଆ ଜିଲ୍ଲା ! ବରଗଡ଼ର ପଦ୍ମପୁର,ମୟୂରଭଞ୍ଜର ରାଇରଙ୍ଗପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡ ହୋଇପାରେ ନୂଆ ଜିଲ୍ଲା । ବିଧାନସଭାରେ ରାଜସ୍ବ ମନ୍ତ୍ରୀ…

୨୪ ହଜାର ଲିଟର ପେଟ୍ରୋଲ-ଡିଜେଲ ଚୋରି କରିଥିଲେ,ମାଲିକ ସମେତ ୭ ଅଭିଯୁକ୍ତ ଗିରଫ

ପାଇପ୍‌ଲାଇନ୍‌ରୁ ୨୪ ହଜାର ଲିଟର ପେଟ୍ରୋଲ ଓ ଡିଜେଲ ଚୋରି ଅଭିଯୋଗରେ ସମ୍ବଲପୁର ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପେଟ୍ରୋଲ ପମ୍ପର ମାଲିକ ମଧ୍ୟ ଥିବା ଜଣାଯାଇଛି। ସମ୍ବଲପୁର ପୁଲିସ ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି। ପୁଲିସ…

ବିବାହ କଲେ ବିଜେଡି ବିଧାୟକ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର

ପୁଣି ଥରେ ବିବାହ କଲେ ବିଜେଡି ବିଧାୟକ ତଥା ପୂର୍ବତନ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସୂଚନାଯୋଗ୍ୟ ଯେ ତାଙ୍କର ଏକ ପୁତ୍ର ସନ୍ତାନ ବର୍ତ୍ତମାନ ଦୁବାଇରେ ତାଙ୍କ ପ୍ରଥମ ସ୍ତ୍ରୀ ପାଖରେ ରହି ପାଠ ପଢୁଛି। ଏହା ଉଭୟ କ୍ୟାପଟେନ ମିଶ୍ର ଓ ତାଙ୍କ ନୂତନ ପତ୍ନୀ ପ୍ରୀୟଙ୍କାଙ୍କ ଦୁତିୟ…

ଭୂକମ୍ପରେ ଦୋହଲିଲା ଗୁଜରାଟ

ଭୂକମ୍ପରେ ଦୋହଲିଲା ଗୁଜରାଟ। ରବିବାର ଅପରାହ୍ନରେ ଗୁଜରାଟରେ ୪.୩ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜକୋଟର ୨୭୦କିଲୋମିଟର ଉତ୍ତର ଉତ୍ତର ପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଅପରାହ୍ନରେ ୩ଟା…

ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର

ଏସିଏସ ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ନିଯୁକ୍ତି । ପ୍ରଦୀପ ଜେନାଙ୍କ ପଦୋନ୍ନତି ପରେ ଅନୁ ଗର୍ଗଙ୍କ ଦାୟିତ୍ୱ । ଜଳସମ୍ପଦ ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ଅନୁ ଗର୍ଗ ।

ପ୍ରଦୀପ ଜେନା ହେବେ ମୁଖ୍ୟ ଶାସନ ସଚିବ

୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ଜେନା । ପ୍ରଦୀପ ଜେନା ହେଲେ ନୂଆ ମୁଖ୍ୟ ଶାସନ ସଚିବ । ମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା ।ବର୍ତ୍ତମାନ ଏସଆରସି ଦାୟିତ୍ୱରେ ଅଛନ୍ତି ପ୍ରଦୀପ ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଏହି କୁନି ପ୍ରତିଭା

ମାତ୍ର ୨ ବର୍ଷ ୪ ମାସରେ ଅବିଶ୍ବସନୀୟ ସ୍ମରଣଶକ୍ତି ଓ ବୌଦ୍ଧିକ ବିକାଶର ଅଧିକାରୀ ହୋଇ ବିସ୍ମୟ ବାଳକ ପ୍ରିୟାଂଶୁ ବେହେରା ଏବେ ଚର୍ଚ୍ଚାରେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ-୨୦୨୨ରେ ସ୍ଥାନ ପାଇଛନ୍ତି ଏହି ଭୁବନେଶ୍ବର କୁନି ପ୍ରତିଭା। ୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ଜନ୍ମିତ ପ୍ରିୟାଂଶୁଙ୍କ…

ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ସୋନିଆ, କହିଲେ କେବେ ଅବସର ନେଇ ନାହିଁ କି ନେବି ମଧ୍ୟ ନାହିଁ

ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବାକୁ ସଙ୍କେତ ଦେବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ସୋନିଆ ଗାନ୍ଧୀ ଖଣ୍ଡନ କରିଛନ୍ତି। କଂଗ୍ରେସ ମୁଖପାତ୍ର…

ଆସିଲା କ୍ରିକେଟର ରାଜଶ୍ରୀଙ୍କ ସୁଇସାଇଡ଼ ନୋଟର ଫିଙ୍ଗର ପ୍ରିଣ୍ଟ ରିପୋର୍ଟ

ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ସ୍କୁଟି ଡିକିରୁ ଗୁରୁଡ଼ିଝାଟିଆ ଥାନା ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କ ନିଜର ହସ୍ତାକ୍ଷର। ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ…