ପାକିସ୍ତାନକୁ ୭୦ କୋଟି ଡଲାରର ସହାୟତା ହାତ ବଢାଇଲା ଚୀନ
ଗୁରୁତର ଆର୍ଥିକ ସଂକଟ ବେଳେ ପାକିସ୍ତାନ ନିକଟରେ ଛିଡ଼ା ହୋଇଛି ଚୀନ। ପାକିସ୍ତାନକୁ ଚୀନ ୭୦ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଛି। ଏହା ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢ଼ାଇବାରେ ସହାୟକ ହେବ। ଅର୍ଥନୀତିକୁ ସଂକଟରୁ ଟାଳିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଠାରୁ!-->…
