ବିଏସଏଫର ୨ ଯବାନଙ୍କୁ ଆକ୍ରମଣ କରି ଆହତ କଲେ ବାଂଲାଦେଶୀ ଗ୍ରାମବାସୀ
ଗୋରୁ ଚରାଇବା ଲାଗି ଲୁଚି ଲୁଚି ଭାରତରେ ପ୍ରବେଶ କରୁଥିବା ବାଂଲାଦେଶୀ କୃଷକମାନଙ୍କ ଆକ୍ରମଣରେ ‘ବର୍ଡର୍ ସିକ୍ୟୁରିଟି ଫୋର୍ସ’ର (ବିଏସ୍ଏଫ୍) ୨ଜଣ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି ବୋଲି ଜାରି କରିଥିବା ବିବୃତିରେ ‘ବିଏସ୍ଏଫ୍’ କହିଛି।
୩୫ତମ ବାଟାଲିୟନ୍ର ଦୁଇଜଣ ଯବାନ!-->!-->!-->…
