Odia News Portal

ରାଜ୍ୟ ବଜେଟ : କୃଷି ପାଇଁ ୨୪,୮୨୯ କୋଟି ବ୍ୟୟବରାଦ

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାରଦିନ ବିଧାନସଭାରେ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପ୍ରଥମେ ଏକ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର…

ରାଜ୍ୟ ବଜେଟରେ ଜନ ସ୍ୱାସ୍ଥ୍ୟସେବା ପାଇଁ ୧୬,୦୪୮ କୋଟି ବ୍ୟୟବରାଦ

ଆସିଛି ରାଜ୍ୟ ବଜେଟ୍ । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି । ଯେଉଁଥିରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା । ତେବେ ଗତ…

ପଞ୍ଜାବରେ ତାତୁଛି ଖଲିସ୍ଥାନ ହିଂସା

ଖଲିସ୍ଥାନ ଆନ୍ଦୋଳନକୁ ସମର୍ଥନ କରୁଥିବା ତଥା ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେଙ୍କ ଭଳି ବିଦ୍ରୋହୀ ନେତା ଭାବେ ଉପସ୍ଥାପିତ କରୁଥିବା ମୁଖ୍ୟ ଅମୃତପାଲ ସିଂହ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ମନରେ ଖଲିସ୍ଥାନୀ ଭାବନା ଛାଇ ହୋଇ…

ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ବରରେ ଜଣେ ଗିରଫ

ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ବାଲେଶ୍ବର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା…

କ’ଣ ଆପଣବି ଚା’-ବିସ୍କୁଟର ସୌକିନ୍? ତାହେଲେ ନିହାତି ଜାଣନ୍ତୁ..

ଚା ଏବଂ ବିସ୍କୁଟ ମଧ୍ୟରେ ଆମେ ଏକ ମହତପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଛୁ । ଏହି ଦୁଇଟି ଉପାଦାନ କେବଳ ପରସ୍ପରକୁ ପୂର୍ଣ୍ଣ କରେ ନାହିଁ ବରଂ କାହା ସହିତ ବସିବା ଏବଂ ଅନେକ ବିଷୟ ଉପରେ କଥାବାର୍ତ୍ତା କରିବା ପାଇଁ ଏକ ଭାବପ୍ରବଣତା ସୃଷ୍ଟି କରେ, ମୁଖ୍ୟତ ଚିଟଚାଟ୍ ପାଇଁ ଏହା ନିହାତି ଆବଶ୍ୟକ ।…

ଦିଲ୍ଲୀ ରିମୋଟ କଣ୍ଟ୍ରୋଲ ଅନୁସାରେ ନାଗାଲାଣ୍ଡରେ ସରକାର ଚଳାଉଛି କଂଗ୍ରେସ

ଦିଲ୍ଲୀ ରିମୋଟ୍‌ କଣ୍ଟ୍ରୋଲ୍‌ ଅନୁଯାୟୀ ନାଗାଲାଣ୍ଡ୍‌ରେ କଂଗ୍ରେସ ସରକାର ଚଳାଉଥିଲା ବୋଲି ଆଜି ଚୁମୁକେଦିମା ଜିଲ୍ଲାରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ସେ କହିଛନ୍ତି, ନାଗାଲାଣ୍ଡ୍‌ ନିମନ୍ତେ ‘ବିଜେପି’ର ମନ୍ତ୍ର ହେଉଛି ଶାନ୍ତି,…

ସ୍ତ୍ରୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ୱାମୀ : କାମ ସମ୍ପୂର୍ଣ୍ଣ ୮କୋଟି ଟଙ୍କା ଖର୍ଚ୍ଚ

ଇତିହାସ ସାକ୍ଷୀ ଅଛି ସ୍ତ୍ରୀ ମମତାଜଙ୍କ ପାଇଁ ସ୍ୱାମୀ ଶାହାଜାହାନ ଗଢ଼ିଥିଲେ ତାଜମହଲ । ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗାଁରେ ବୈଜୟନ୍ତୀ ଲେଙ୍କାଙ୍କ ପାଇଁ ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା ଗଢ଼ିଛନ୍ତି ସନ୍ତୋଷୀ ମା’ଙ୍କ ମନ୍ଦିର । ୬୪ ଫୁଟ ଉଚ୍ଚତା ବିଶିଷ୍ଟ ସନ୍ତୋଷୀଙ୍କ…

ଅର୍ଥନୈତିକ ସର୍ଭେ ୨୦୨୨-୨୩; ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୧୨ ଟି ବ୍ୟାଙ୍କଶାଖା

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଗୁରୁବାର ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେରେ ଓଡ଼ିଶାକୁ ଏକ ସଶକ୍ତ ଏବଂ ପ୍ରଗତିଶୀଳ ରାଜ୍ୟ ଭାବେ ଚିତ୍ରିତ କରାଯାଇଛି। କୃଷି ଠାରୁ ଆରମ୍ଭ କରି କ୍ରୀଡ଼ା, ସ୍ବାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି ହାସଲ କରିଛି।…

ରାକ୍ଷସ ରୂପେ ‘ବେକାବୁ’ରେ ନଜର ଆସିବେ ବିଗବସ୍ -୧୬ର ପ୍ରତିଯୋଗୀ ସାଲିନ ଭନୋଟ

ରାକ୍ଷସ ହେଲେ ରିୟାଲିଟି ସୋ’ ବିଗ୍ ବସ୍-୧୬ର ବିବାଦୀୟ ପ୍ରତିଯୋଗୀ ଶାଲିନ ଭନୋଟ। ‘ବିଗ୍ ବସ୍ ୧୬’ ରେ ଅଂଶଗ୍ରହଣ କରି ବିବାଦୀୟ ହୋଇଥିବା ଅଭିନେତା ଶାଲିନ୍ ଭନୋଟ୍ ଖୁବ୍ ଶୀଘ୍ର ଏକତା କପୁରଙ୍କ ନୂଆ ଧାରାବାହିକ ‘ବେକାବୁ’ରେ ନଜର ଆସିବେ। ଶାଲିନଙ୍କୁ ‘ବେକାବୁ’ରେ ସୁଯୋଗ ଦିଆଯାଉଥିବା ନେଇ…

ଭାରତୀୟ ବଂଶୋଦ୍ଭବ ହେବେ ବିଶ୍ୱ ବ୍ୟାଙ୍କର ମୁଖ୍ୟ

ବିଶ୍ବବ୍ୟାଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ପାଲ ସିଂ ବଙ୍ଗାଙ୍କୁ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି। ପୂର୍ବରୁ ଡେଭିଡ୍ ମାଲପାସ୍ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଥିଲେ । …