Odia News Portal

ପୁଣି ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତରକୋରିଆ

ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଏହା ହେଉଛି ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଉତ୍ତର କୋରିଆର ଦ୍ବିତୀୟ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ

ଧୋନିଙ୍କ ପରେ ସମକ୍ଷକ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

ଦିଲ୍ଲୀରେ ରବିବାର ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିବା ପରେ ଅଧିନାୟକ ଭାବେ ରୋହିତ ଶର୍ମା ଏକ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ନିଜର ପ୍ରଥମ ୪ ଟେଷ୍ଟ୍‌ରେ ଦଳକୁ ବିଜୟୀ କରାଇବାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସାମିଲ ହୋଇଛନ୍ତି। ରୋହିତ ଏକ୍ଷେତ୍ରରେ ଧୋନିଙ୍କ ପଛକୁ

ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

 ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସମାନତା ଯେପରି ନ ରହିବ, ସେଥିପାଇଁ ସମାଜକୁ ଅଧିକ ସମାବେଶୀ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସମାଜର ସବୁ ବର୍ଗକୁ କ୍ଷମତା ସଂପନ୍ନ କରିବା ସହ

କୁଲଚା ଛୋଲେ ଦେଖି ବିରାଟଙ୍କ ଖୁସି କହିଲେ ନ ସରେ

ବିରାଟ କୋହଲି ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି । ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି । ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି । ତେବେ ଆଉ

ଜଳୁଛି ହେକ୍ଟର ହେକ୍ଟର ଶାଳ ଜଙ୍ଗଲ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ରହିଥିବା ହେକ୍ଟର ହେକ୍ଟର ଶାଳ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲ ସୁରକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଜଙ୍ଗଲ ନିଆଁକୁ ନିର୍ବାପିତ କରିବା ପାଇଁ କାହାର ଦାୟିତ୍ବ କିମ୍ବା ଦୃଷ୍ଟି ଥିଲା ପରି ଲାଗୁନାହିଁ। ଯାହାଫଳରେ ଜଙ୍ଗଲ

ଆଜି ବସୁଛି ସର୍ବଦଳୀୟ ବୈଠକ, ୨୧ରୁ ବଜେଟ୍‌ ଅଧିବେଶନ

ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭା ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ଆଲୋଚନା କରାଯିବ। ଫେବ୍ରୁଆରି ୨୧ରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧

ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ କଲେ ସମାଲୋଚନା

ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ ସମାଲୋଚନା କରିଛନ୍ତି । ଇପସିତା କହିଛନ୍ତି ଜଣେ ମହିଳା ହୋଇ ମଧ୍ୟ ଲେଖାଶ୍ରୀ ନିଜ ଦଳର ନେତାଙ୍କ ଏପରି ଆଚରଣ ବିରୋଧରେ ମୁଁହ ଖୋଲିଲେନି । ବିଜେପିର ଜଣେ ନେତ୍ରୀ ପୂର୍ବରୁ ସେ ଜଣେ ମହିଳା ହେଲେ ଏପରି ଏକ ସମ୍ବେଦନଶୀଳ ଘଟଣା

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ

ସ୍ତ୍ରୀକୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଅଭିଯୁକ୍ତ ହେଲା ରଥିଆ ସେଠୀ। ସୂଚନା ଅନୁସାରେ ପାରିବାରିକ କହଳ ଓ ‌ଯୌତୁକକୁ ନେଇ ରଥିଆ ସେଠୀ ଓ

ଏହି ରାଜ୍ୟରେ ସ୍ଥାପନ ହେବ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କାରଖାନା

ଖୁବ ଶୀଘ୍ର ହରିୟାଣାର ଗୋରଖପୁରରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କାରଖାନା ସ୍ଥାପନ ହେବ। ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ଯେ ଭାରତର ଆଣବିକ କ୍ଷମତା ବୃଦ୍ଧି ପାଇଁ ଏହା କରାଯିବ। ଗତ ଆଠ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ନିଷ୍ପତ୍ତି ନିଆଯାଇଥିବା

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦୁଇ ଗିରଫ

ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ଜାଗର ଯାତ୍ରା ଉପଲକ୍ଷେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ସୂଚନା ମିଳିଛି। ଗିରଫ ଦୁଇ ଯୁବକ ହେଲେ ତଲରମ୍ଭା ଗାଁର ମାଣ୍ଡିକା ଡାମ୍ବୁ ଓ ଶିକରପାଇ ନିକଟସ୍ଥ ଧାମଳିମା ଗାଁର ଦିଲୀପ