Odia News Portal

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଥରିଉଠିଲା ମାଟି । ଇଣ୍ଡୋନେସିଆର ଟୋବେଲୋରେ ବଡଧରଣର ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁବାର…

ଜାତିସଂଘରେ ଋଷ ବିରୋଧରେ ପାରିତ ହେଲା ପ୍ରସ୍ତାବ

ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା…

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ । ଏଥିରେ ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି…

ଓଡ଼ିଶା ଏବେ ରୋଲ୍ ମଡେଲ୍: ମୁଖ୍ୟମନ୍ତ୍ରୀ

ବିଧାନସଭା‌ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ଦଳ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସମନ୍ବିତ…

ସାବଧାନ! ଏଣିକି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ କନିଶନରେଟ ପୋଲିସ ତରଫରୁ ଜଣାଇ ଦିଆଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ଭୁବନେଶ୍ୱରର ପ୍ରମୁଖ ଛକ ଲାଗିଛି ୩୨ଟି…

ବୃଦ୍ଧ ଦଂପତିଙ୍କ ପ୍ରେମ,ନିଜେ ଖୋଳିଲେ ନିଜ ସମାଧି

ନିଜର ମୃତ୍ୟୁ ପାଇଁ ୮୦ ବର୍ଷୀୟ ଦଂପତ୍ତି ନିଜର କବର ଖୋଳିଛନ୍ତି । ଏହା ବିଶ୍ୱାସ ନହେଲେ ମଧ୍ୟ ଏକ ସତ୍ୟ ଘଟଣା । ତାହା ପୁଣି ଓଡିଶାର ଗଜପିତ ଜିଲ୍ଲା ରେ ଘଟିଛି । ଏହି ଜିଲ୍ଲା ଅନ୍ତର୍ଗତ ସୌରୀ ଗାଁ ର ୮୦ ବର୍ଷର ବୃଦ୍ଧ ଲକ୍ଷ୍ମଣ ଭୂୟାଁ ନିଜ ପାଇଁ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ୧.୫ ଲକ୍ଷ…

ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପରେ ସେ ସେଥିପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କହି ଚର୍ଚ୍ଚାରେ ରଣବୀର କପୂର

୨୦୨୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଏବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏଥିସହିତ ଆଲିଆ ଭଟ୍ଟଙ୍କୁ ସିନେମା…

ରଣକ୍ଷେତ୍ର ପାଲଟିଛି ବାମରା ଷ୍ଟେସନ

ବାମରା ଷ୍ଟେସନରେ ପୋଲି ଜନତା ମୁହାଁମୁହିଁ । ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହୋଇଛନ୍ତି । ଆନ୍ଦେଳନକାରରଙ୍କ ଉପରେ ଆରପିଏଫ୍ର ଲାଠିଚାଳନା । ପୋଲିସ ଉପରକୁ ଆନ୍ଦୋଳନକାରୀଙ୍କ ଠେଲା ପଥର ମାଡ । ପଥର ଗାଡିର ପୋଲି ଗାଡି ଭାଙ୍ଗିଥିବା ସୂଚନା ମିଳିଛି ।ଡିଆରଏମ୍ ପ୍ରତିଶୃତି…

ପୋଲିସରେ ଶୃଙ୍ଗଳା ନାହିଁ ବହୁ ଗୋପାଳ ଦାସ ବାହାରିବେ

ନବ ଦାସ ହତ୍ୟା ଘଟଣାରେ ସିବିସଆଇ ତଦନ୍ତ ନକରି ଅଭିଯୁକ୍ତର ବିହେବବିଆଲ ଆର୍ଟିଚ୍ୟୁଡ ସଂପର୍କରେ ତଦନ୍ତ ପାଇଁ ଆମେରିକାରୁ ଏଫବିଆଇ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିବା କଣ ଆବଶ୍ୟକତା ଅଛି ବୋଲି ଓଡିଶାର ପୁର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।ଆଜି…

ଅଧିନାୟକଙ୍କ ନାମ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ଏହାର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଟି -୨୦ ଫ୍ରାଞ୍ଚାଇଜ୍ ଲିଗ୍ (SA20) ରେ ସନରାଇଜର୍ସ ଫ୍ରାଞ୍ଚାଇଜ୍ ଦଳର…