Odia News Portal

ଜଙ୍ଗଲରୁ ଉଦ୍ଧାର ହେଲା ୨ ମୃତଦେହ

ଅଠଗଡ ମାଣିଆବନ୍ଧ ଜଙ୍ଗଲ ରୁ ଦୁଇଟି ମୃତ ଦେହ ମିଳିଛି । ଏହି ମୃତ ଦେହ ୨ଟି କୁ ଚିହ୍ନଟ କରାଯାଇ ପାରି ନାହିଁ । ୨ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଗୁରୁଡି ଛାଟିଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।

ବିଧାନସଭାରେ ନୂଆ ଜିଲ୍ଲା ଗଠନ ନେଇ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା

ରାଜ୍ୟରେ ନୂଆ ଜିଲ୍ଲା ଗଠନ ସଂପର୍କରେ ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ପ୍ରମିଳା ମଲ୍ଲିକ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ…

ସୁରନେବେ ଅବସର ମଇଦାନକୁ ଆସିବେ ସିଦ୍ଧାର୍ଥ, ମନ୍ମଥ

ବରିଷ୍ଟ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଆସନ୍ତା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ପିତା ସୁରେଶ ରାଉତରାୟ କହିଥିଲେ କି ସେ ଆସନ୍ତା ନିର୍ବାଚନ ଲଢିବେ ନାହିଁ । ତାଙ୍କ ସାନ ପୁଅ ମନ୍ମଥ ସୁରଙ୍କ ଆସନ ଜଟଣୀରୁ ବିଧାନସଭାକୁ କଂଗେସ ପ୍ରାର୍ଥୀ…

ମଡେଲ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା। ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ତନାଘନା। ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ…

ଓଡିଶା ଅର୍ଥନୈତିକ ସର୍ଭେ ; ଜାତୀୟ ହାର ଠାରୁ କମିଲା ରାଜ୍ୟର ମୁଣ୍ଡପିଛା ଆୟ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାରଦିନ ବିଧାନସଭାରେ ଆଗତ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି । ୨୦୨୧-୨୨ରେ ଏହା ୧୧.୫ ପ୍ରତିଶତ ଥିଲା । ସେହିପରି ନୂଆ ଆର୍ଥିକ ବର୍ଷ ଅର୍ଥାତ୍…

ବିଦାୟ ସାନିଆ; ଦୁବାଇରେ ଶେଷ ହେଲା ଟେନିସ୍ କ୍ୟାରିୟର

ଭାରତୀୟ ସୁନ୍ଦରୀ ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ୩୦ ବର୍ଷ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି।…

୧୫ ବର୍ଷର ପୁରୁଣା ଗାଡି ମାଲିକଙ୍କ ଉପରେ ଚଡକ

ରାଜ୍ୟରେ ଆସନ୍ତା ମାସ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଗାଡି ରାସ୍ତାରୁ ହଟାଯିବ । ଏହି ଗାଡି ଗୁଡିକ ମାର୍ଚ୍ଚ ୧୫ ତାରଖ ସୁଦ୍ଧା ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ ବର୍ଷରୁ ଅଧିକ ହୋଇଥିବା ଗାଡି ଗୁଡିକ…

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନାମଞ୍ଜୁର ଭରିଲା ଆରଜେଡି

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ । ଆରଜେଡି ପକ୍ଷରୁ…

ବିମାନରୁ ଓହ୍ଲାଇ ଦେବା ପରେ ପବନ ଖେଡାକୁ ଗିରଫ କରିଛି ଆସାମ ପୁଲିସ

ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି। ପବନ ଖେଡ଼ାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ…

ଜେଲ ପ୍ରକୋଷ୍ଠରୁ ଚପଲ ଓ ଜିନସ୍ ଜବତ ପରେ କାନ୍ଦିଲେ ‘କନ୍‌ମ୍ୟାନ୍‌’ ସୁକେଶ

ମଣ୍ଡୋଲୀ ଜେଲ୍‌ ପ୍ରକୋଷ୍ଠରେ ଚଢ଼ଉ କରି ଜେଲ୍‌ କର୍ତ୍ତୃପକ୍ଷମାନେ କିଛି ସୌଖୀନ୍‌ ସାମଗ୍ରୀ ଜବତ କରିବା ପରେ ଜେଲ୍‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର କଇଁ କଇଁ ହୋଇ କାନ୍ଦୁଥିବା ଦୃଶ୍ୟ ‘ସିସିଟିଭି ଫୁଟେଜ୍‌’ରେ ଦେଖାଯାଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ତାରିଖ…