ରେଳ ମନ୍ତ୍ରାଳୟରେ ଶେଷ ହେଲା ଭିଆଇପି ସଂସ୍କୃତି
ବିଭିନ୍ନ ସ୍ତରରେ ଭିଆଇପି ସଂସ୍କୃତିକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଆଗେଇ ନେଇ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସହାୟକ କର୍ମଚାରୀ (ଆଟେଣ୍ଡାଣ୍ଟ)ମାନଙ୍କୁ ଡାକିବା ପାଇଁ ବ୍ୟବହୃତ ହେଉଥିବା ଘଣ୍ଟିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।
ରେଳମନ୍ତ୍ରୀ!-->!-->!-->…
