କାନରେ ଫୁଲଖୋସି ବିଧାନସଭା ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା
ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି।
ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି!-->!-->!-->…
