ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଲଢିବେ ଉଦ୍ୟୋଗପତି ବିବେକ ରାମସ୍ବାମୀ
ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଚୀନ୍ ଉପରୁ ନିର୍ଭରଶୀଳତାର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଥିବା ରାମସ୍ବାମୀ ହେଉଛନ୍ତି ଦ୍ବିତୀୟ ଭାରତୀୟ ବଂଶୋଦ୍ଭବ ସଦସ୍ୟ ଯେ କି ନିକି ହାଲିଙ୍କ!-->…
