ଯାତ୍ରୀବାହୀ ବସ୍ ଜାଳିଦେଲେ ଦୁର୍ବୁତ୍ତ
ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ୍ରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାର ଶିକାର ହୋଇଛନ୍ତି ବସ୍ ଭିତରେ ଶୋଇଥିବା କଣ୍ଡକ୍ଟର। କିନ୍ତୁ ସୌଭାଗ୍ୟର ବିଷୟ ଯେ, କଣ୍ଡକ୍ଟର ଜଣକ ନିଶ୍ଚିତ ଭାବେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ନୂଆଗାଁ!-->…
