Odia News Portal

ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଗତ ଜାନୁଆରୀ ମାସ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏକ ସର୍ବସାଧାରଣ ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରିଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କୁ…

ଗୋପାଳ ଦାସ ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

କ୍ରାଇମ୍‌ବ୍ରାଞ୍ଚକୁ ଝଟକା । ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ନେଇ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଝାରସୁଗୁଡା ଜେଏମ୍‌ଏଫ୍‌ସି-୧ କୋର୍ଟ ଏହାକୁ ଖାରଜ କରିଛନ୍ତି । ଆବେଦନ ଖାରଜ ହେବା ପରେ କ୍ରାଇମ୍‌ବ୍ରାଞ୍ଚ…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ରାଜ୍ୟପାଳ ଗଣେଶୀ ଲାଲ୍ ବଜେଟ୍ ଅଧିବେଶନରୁ ଆରମ୍ଭ କଲେ ତାଙ୍କ ଅଭିଭାଷଣ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଫଳ ବଖାଣିଲେ ରାଜ୍ୟପାଳ । ମେକ୍ ଇନ୍ ଓଡିଶା କନକ୍ଲେଭ୍‌, ହକି ବିଶ୍‌ବକପ୍ ସଫଳତା ବର୍ଣ୍ଣନା କରିଛନ୍ତି…

ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା

ଭାରତରେ ତ ଏମିତି ସହସ୍ର ମନ୍ଦିର ରହିଛି ଶିବ ଶଙ୍କରଙ୍କର.. କିନ୍ତୁ ତାହା ମଧ୍ୟ ରୁ କିଛିି ମନ୍ଦିର ରହିଛି ଯାହାର ବିଶେଷତା ଜ ।ଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁ ସ୍ଥାନରେ ପ୍ରଭୁଙ୍କ ନିମିତ୍ତ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫଳ ଅର୍ପଣ କରାଯାଏ। ତେବେ କିନ୍ତୁ ଏମିତି କିଛି ଜିନିଷ…

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି। ପଡ଼ିଆରେ ନିଜ ପ୍ରଦର୍ଶନ ପାଇଁ ନୁହେଁ ‌ସେ ନାପସନ୍ଦ କରୁଥିବା ଖାଦ୍ୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିରାଟଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ କହିଛନ୍ତି। ସେ ଯେଉଁ ଜିନିଷ ‌ଜୀବନରେ କେବେ ବି…

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍‌ଙ୍କୁ ହୋଇପାରେ ଫାଶୀ

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍‌ଙ୍କୁ ଫାଶୀ ହୋଇପାରେ। ଏଥିପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ତିହାର ଜେଲ୍‌ ପ୍ରଶାସନ କହିଛି। ଜେଲ୍‌ ପ୍ରଶାସନ କୋର୍ଟଙ୍କୁ ଚିଠି ଲେଖିଛି। ବର୍ଷ ୨୦୦୦ରେ ମହମ୍ମଦ ଆରିଫ୍‌ ଲାଲଜିଲ୍ଲା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨ ଜଣ ଯବାନ…

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗାଗ୍ରସ୍ତ

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗରେ ପୀଡିତ । ତେଣୁ ନିଶୁଳ୍କ ଚିକିତ୍ସା ସହାୟତା ଦେଉଥିବା ସଂସ୍ଥା ଏମଏସଏଫର ୧୪ଟି ଟ୍ରକ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେବା ଯୋଗାଉଛି । ଫେବୃଆର ୬ ତାରିଖରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ପରେ ରୋଗରେ ପୀଡିତ ହୋଇଛନ୍ତି…

ଛତିଶଗଡ: କଂଗ୍ରେସ ନେତାଙ୍କ ଘରେ ଇଡି ଚଢାଉ

କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡର ୧୪ଟି ସ୍ଥାନରେ ଚଢାଉ କରିଛି। ଏହି ମାମଲାରେ ସମ୍ପୃକ୍ତ କିଛି କଂଗ୍ରେସ ନେତାଙ୍କ ଉପରେ ମଧ୍ୟ ରେଡ୍ ହୋଇଛି । ସୂଚନାନୁସାରେ, ରାଜ୍ୟ କଂଗ୍ରେସ ଦଳର କୋଷାଧ୍ୟକ୍ଷ ରାମ ଗୋପାଳ ଅଗ୍ରୱାଲ, ମୁଖପାତ୍ର ଆରପି ସିଂହ,…

ମିଶନଶକ୍ତିର ଦାବି ପୂରଣ କଲେ ରାଜ୍ୟ ସରକାର

ଗ୍ରାମ ପଞ୍ଚାୟତ ସ୍ତରରେ କାର‌୍ୟ୍ୟ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର । ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଂଘ ତରଫରୁ କୁହାଯାଇଛି । ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର…

ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇର ସାନି ସମନ, ୨୬ରେ ହାଜର ହେବାକୁ ନିର୍ଦ୍ଦେଶ

ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାନି ସମନ୍ ଜାରି କରିଛି। ଫେବୃଆରୀ ୨୬ରେ ହାଜର ହେବାକୁ ସିସୋଦିଆଙ୍କୁ କହିଛି ଏହି କେନ୍ଦ୍ରୀୟ ସଂସ୍ଥା । ସିସୋଦିଆଙ୍କୁ ପ୍ରଥମେ ଫେବୃଆରୀ ୧୯ରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ଦିଲ୍ଲୀ ବଜେଟ୍…