ଜମ୍ମୁ-କଶ୍ମୀରରେ ବୁଲ୍ଡୋଜର୍ ଆକ୍ସନ୍କୁ ନେଇ ରାହୁଲଙ୍କ ବିଜେପିକୁ ଟାର୍ଗେଟ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରରେ ଜାରି ଅତିକ୍ରମଣ ବିରୋଧୀ ଅଭିଯାନକୁ ନେଇ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି, କେନ୍ଦ୍ରଶାସିତ ପ୍ରଦେଶ ରୋଜଗାର, ଉନ୍ନତ ବ୍ୟବସାୟ ଏବଂ ଭଲପାଇବା ଚାହୁଁଥିବା ବେଳେ ଏହା ପରିବର୍ତ୍ତେ ତାକୁ ‘ବିଜେପିର!-->…
