ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି
ଉତ୍ତରପ୍ରଦେଶରେ ମଦ୍ୟପାନ ମହଙ୍ଗା ହେବାକୁ ଯାଉଛି। ୟୁପି ଯୋଗୀ ଆଦିତ୍ୟନାଥ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁଁ ମଦ ଦର ବୃଦ୍ଧି ପାଇବ। ବାସ୍ତବରେ, ୟୁପି ସରକାର ନୂତନ ଅବକାରୀ ପଲିସି ୨୦୨୩-୨୪ କୁ ଅନୁମୋଦନ କରିଛନ୍ତି ଏବଂ ଅବକାରୀ ଲାଇସେନ୍ସ ଶୁଳ୍କ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏପ୍ରିଲ୍!-->…
