Odia News Portal

ସାଧାରଣତନ୍ତ୍ର ଦିବସରେ ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କ ରାଜ

ସନ୍ଧ୍ୟା ସମୟରେ ମର୍ଚ୍ଚିକୋଟ ଛକ ଠାରେ ଯୁବକଙ୍କୁ ହୋଇଛି ଛୁରା ମାଡ। ଗୁରୁତର ଯୁବକ ହେଲେ ଚୁଡଙ୍ଗ ସାହି ରାଧା ଗୋବିନ୍ଦ ଲେନର ଦିନେଶ ଖୁଣ୍ଟିଆ। ଦିନେଶଙ୍କ ପେଟରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଦିନେଶକୁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର

ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଗଡିବ ତୀର୍ଥଯାତ୍ରା ଟ୍ରେନ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ଵର ରେଳଷ୍ଟେସନରୁ ପ୍ରୟାଗରାଜ ଓ ବାରାଣାସୀ ଅଭିମୁଖେ ବାହାରିବ ସ୍ବତନ୍ତ୍ର ଟ୍ରେନ୍। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ସୂଚନା ଅନୁସାରେ, ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦେଶର ବିଭିନ୍ନ

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଗିରଫ, ୧୪ଟି ମେଡାଲ ଜବତ

ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା  ଓ ଚିତ୍ତ ଦଳେଇ ଗିରଫ ହୋଇଛନ୍ତି। ଏମାନଙ୍କ ନାଁରେ

୨ ପାଳିତ ଶିଶୁଙ୍କୁ ମାଡ ମାରି ଲହୁଲୁହାଣ କଲେ ବାପା ମା

୨ ପାଳିତ ଶିଶୁଙ୍କୁ ମାଡ ମାରି ଲହୁଲୁହାଣ କଲେ ବାପା ମା । ମାଡ ମାରି ଜଣକୁ ପାଇଖାନା ଏବଂ ଅନ୍ୟ ଜଣକୁ ଘରେ ବନ୍ଦ କରିଦେଲେ । ପରଜଙ୍ଗ ଥାନା ଡମୋଳ ଗାଁରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦୁଇଟିଙ୍କୁ ଉଦ୍ଧାର କଲା ପୋଲିସ । ଉଭୟଙ୍କୁ

ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି ସ୍ଥାନରେ ଆୟ

ଆଜି ବିଆରଏସରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

ଆଜି କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି -ବିଆରଏସରେ ସାମିଲ ହେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ବିଆରଏସରେ ସାମିଲ ହେବେ । ହାଇଦ୍ରାବାଦରେ ବିଆରଏସର ମିଶ୍ରଣ ପର୍ବ ଆୟୋଜିତ

ୟୁକ୍ରେନ୍‌ ଉପରେ ମିସାଇଲ ମାଡ଼ କଲା ରୁଷ,୧୧ ମୃତ

ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ପୁଣି ୟୁକ୍ରେନ ଉପରେ ରୁଷିଆ ଘନଘନ ଆକ୍ରମଣ କରିଛି । ଫଳରେ ଆକ୍ରମଣ ଯୋଗୁଁ ୧୧ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ ଉପରେ କ୍ଷେପଣାସ୍ତ୍ର ସହ ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୟୁକ୍ରେନର ୩୫ରୁ ଅଧିକ କୋଠା ଭୁଶୁଡ଼ିପଡ଼ିଛି । ଦିଆଯାଇଥିବା

ବସନ୍ତ ପଞ୍ଚମୀ ଦିନ ଲଗାନ୍ତୁ ଏହି ଗଛ

ବସନ୍ତ ପଞ୍ଚମୀ ଦିନ ବହୁତ ଶୁଭ ହୋଇଥାଏ । ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ। ଦେବୀ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏ । ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ । ଏହି ଦିନ ମା’ ସରସ୍ୱତୀଙ୍କ ପୂଜା କରାଯାଏ । ଏହି ଦିନ ଗଛ ଲଗାଇବା ବହୁତ ଶୁଭ

ରେକର୍ଡ କଲା ଶାହରୁଖଙ୍କ ଫିଲ୍ମ ‘ପଠାନ’, ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ

ବଲିଉଡର କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’ ରିଲିଜ ହୋଇଛି । ଅନେକ ବାଦ ବିବାଦ ପରେ ଫିଲ୍ମଟି ଶେଷରେ ରିଲିଜ ହୋଇଛି । ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗି ଦେଇଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ

ଏହି ସମୁଦ୍ର କୂଳରେ ବୁଲିବା ମାତ୍ରେ ହେଉଛି ମୃତ୍ୟୁ

ବିଶ୍ବରେ ଅନେକ ସମୁଦ୍ର ରହିଛି, ଯାହାକି ନିଜର ସୁନ୍ଦରତା ପାଇଁ ଜଣାଯାଏ। ତାଙ୍କ ଭିତରେ ସାମିଲ ଅଛନ୍ତି, ଆଇସଲାଣ୍ଡର ବ୍ଲାକ ସ୍ୟାଣ୍ଡ ବିଚ୍‌, ଯାହାକି ନିଜ ଆଡକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହା ପ୍ରାଣଘାତୀ ହୋଇପାରେ। ଆମେ ରେନିସ୍ଫଜାରା ବିଚ୍‌ ବିଷୟରେ କଥା ହେଉଛୁ।