Odia News Portal

୨୦% ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ୟାହୁ

ଏହି ସୂଚନା, ୟାହୁର ବିଜ୍ଞାପନ ଟେକ୍ କର୍ମଚାରୀଙ୍କ, ୧୬୦୦ ରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ।ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ୍, ଟ୍ବିଟର ପରେ ଏବେ କର୍ମଚାରୀଙ୍କ ଛଟେଇ କରିବ ‘ୟାହୁ’। ପ୍ରାରମ୍ଭିକ ଇଣ୍ଟରନେଟ୍ ଯୁଗର ଅଗ୍ରଦୂତମାନଙ୍କ ମଧ୍ୟରୁ ‘ୟାହୁ’ ହେଉଛି ଅନ୍ୟତମ ବୈଷୟିକ କମ୍ପାନି।

କ’ଣ ଆପଣଙ୍କ ମୁହଁରେ ବ୍ରଣ କି କଳା ଦାଗ ଅଛି କି? ତାହେଲେ ଆପଣାନ୍ତୁ ଏହି ଉପାୟ

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍ ଟ୍ୟାନ୍ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ।ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ

କରୋନାରେ ବେସାହାରା ହୋଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ଚଳିତ ଥର ବଜେଟ ୨୦୨୩-୨୪ ମହିଳା ଓ ଯୁବକଙ୍କ ଉପରେ ବିଶେଷ ଭାବେ କେନ୍ଦ୍ରିତ ହେବ। ଯାହା ଜନତାଙ୍କ ଆଶାକୁ ପୁରା କରିବ ବୋଲି

‘ନିଜକୁ ପ୍ରାଥମିକତା ଦିଅ; ସବୁକିଛି ପଛରେ ଆସିବ’

ଫିଟନେସ୍ ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ସହଜ କିନ୍ତୁ ଏ ସେତେ କଷ୍ଟଦାୟକ ଯଦି ସେ ଲକ୍ଷ୍ୟକୁ ପୂରଣ କରିବାକୁ ଆପଣ ସେତେ ପରିଶ୍ରମ କରୁନାହାନ୍ତି । କିନ୍ତୁ ଯଦି ଆପଣ ଏହି ବର୍ଷ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ମିନି ମାଥୁରଙ୍କ ଏଠାରେ କିଛି ଆବଶ୍ୟକୀୟ

ତୁର୍କୀ ଭୂକମ୍ପରେ ନିଖୋଜ ଭାରତୀୟ ଯୁବକ

ସୋମବାର ଦିନ ତୁର୍କୀ ଦେଶ ଏବଂ ସିରିଆରେ ହୋଇଥିବା ବଡ଼ ଭୂକମ୍ପ ପରେ ତୁର୍କୀରେ ଉତ୍ତରାଖଣ୍ଡର ଜଣେ ୩୬ ବର୍ଷୀୟ ପ୍ଲାଣ୍ଟ ଇଞ୍ଜିନିୟର ନିଖୋଜ ଅଛନ୍ତି । ଦେହାରାଡୁନରେ ରହୁଥିବା ତାଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ ସେ ଏକ ମାସର ଅଫିସ ଟୁର୍ ରେ ଯାଇ ଏହି ମାସ ଶେଷରେ ଫେରିବାକୁ ପ୍ଲାନ

ପ୍ରକାଶ ପାଇଲା CBSE ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୩

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶ୍ରେଣୀ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିସାରିଛି। ସ୍କୁଲ କର୍ତ୍ତୃପକ୍ଷ CBSE ର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ – cbse.gov.inସରକାରୀ ବିଜ୍ଞପ୍ତି ଅନୁଯାୟୀ,

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସାଉଥର ସୁପରଷ୍ଟାର

ସାଉଥର ନାମିଦାମି ସୁପରଷ୍ଟାର ପବନ କଲ୍ୟାଣ, ଯାହାଙ୍କ ପାଇଁ ସାଉଥ୍ ତ ସାଉଥ୍ ଓଡିଆ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ।

ତୁର୍କୀ ଓ ସିରିଆରେ ଭୂକମ୍ପ: ୨୦୦୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ୩ଦିନ ପରେ ବି ଧ୍ୱଂସସ୍ତୁପ ତଳୁ ଖୋଜାଚାଲିଛି ଜୀବନ

୨୦ ହଜାର ଟପିଲା ଭୂକମ୍ପ ମୃତ୍ୟୁ । ଭୂମିକମ୍ପ ବଦଳାଇ ଦେଇଛି ତୁର୍କୀର ଭୌଗୋଳିକ ମାନଚିତ୍ର। ମୃତ୍ୟୁସଂଖ୍ୟା ବଢୁଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ତୁର୍କୀରେ ମୃତ୍ୟୁସଂଖ୍ୟା ୧୭ହଜାର ୪୦୬କୁ ବୃଦ୍ଧି ପାଇଛି । ସିରିଆରେ

ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୧ଟା ୪୫ରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ପରେ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଆଜି ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ନାର୍କୋ ଟେଷ୍ଟ

ଗୋପାଳ ଦାସର ହେଲା ପଲିଗ୍ରାଫ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ । ଆଜି ଗୋପାଳର ଡାକ୍ତରୀ ମାଇନା ପରେ ହେବ ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧୀନଗରରେ DFSSରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ବ୍ରଜରାଜନଗର JMFC କୋର୍ଟଙ୍କ