ଆସନ୍ତୁ ଜାଣିବା ବହୁରୂପୀ ଏଣ୍ତୁଅର ରଙ୍ଗ ବଦଳାଇବାକୁ ନେଇ କ’ଣ କୁହେ ବିଜ୍ଞାନ
କ’ଣ ପାଇଁ ରଙ୍ଗ ବଦଳାଇଥାଏ ବହୁରୂପୀ ଏଣ୍ତୁଅ- କୁହାଯାଏ ବାହାରର ତାପମାତ୍ରା ସହ ନିଜ ଶରୀରର ତାପମାତ୍ରକୁ ସମାନ କରିବା ଲାଗି ଏଣ୍ତୁଅ ନିଜ ରଙ୍ଗ ବଦଳାଇଥାଏ । ଡ଼ରରେ ବା କୌଣସି ବିପଦ ଥିଲେ ମଧ୍ଯ ଏଣ୍ତୁଅ ନିଜ ରଙ୍ଗ ବଦଳାଇଥାଏ । ରଙ୍ଗ ବଦଳିବା ସମୟରେ ଏଣ୍ତୁଅର ଶରୀରରେ ବିଶେଷ ପରିବର୍ତ୍ତନ!-->…
