Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଉଥ୍ ଷ୍ଟାର ୟଶ୍ ଓ ଋଷଭ
ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ!-->…
ବେଆଇନ ପାର୍କିଂକୁ ହଟାଇବାକୁ ଗୃହ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର ଓ କଟକ ସହର ରାଜରାସ୍ଥାରେ କରିହେବ ନାହିଁ ପାର୍କିଂ । ବେଆଇନ ଗାଡ଼ି ପାର୍କିଂ କଲେ ଏଥର ନିଆଯିବ କଡ଼ା କର୍ଯ୍ୟାନୁଷ୍ଠାନ । ଏନଏଚ ଉପରେ ଗାଡ଼ି ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେବାରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଗୃହ ବିଭାଗ । ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏନଏଚ-୧୬!-->…
ଅନୁଷ୍ଠିତ ହୋଇଯାଇଛି ୮ମ ରାଜ୍ୟ ଟେଲି ପୁରସ୍କାର
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) ମିଳିତ ସହଯୋଗରେ ୮ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ!-->…
ମହିଳା T-୨୦ ବିଶ୍ବକପ: ଖେଳିବେ ଭାରତ- ୱେଷ୍ଟଇଣ୍ଡିଜ୍
ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜ୍ ବିଜୟ!-->…
ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ରାଜନୈତିକଦଳ
ଆୟକର ବିଭାଗର, ବିବିସି କାର୍ଯ୍ୟାଳୟରେ ଚଢାଉ । ଗତକାଲି ଆୟକର ବିଭାଗର ଏକ ଟିମ୍ ଭାରତର ବିବିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସବିଶେଷ ତଥ୍ୟ ଅନୁଯାୟୀ, ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ସର୍ଭେ କାର୍ଯ୍ୟ ଚାଲିଥିଲା। ଚଢଉରେ ଆୟକର ବିଭାଗର ୧୫ଜଣ ଅଧିକାରୀ ସାମିଲ ହୋଇଥିଲେ।!-->…
ଅଦାନୀ ବିବାଦ ମାମଲାରେ ମୁହଁ ଖୋଲିଲେ ଅମିତ ଶାହ
ଅଦାନୀ ମାମଲାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଏଏନ୍ଆଇ ପୋଡ୍କାଷ୍ଟରେ ସାକ୍ଷାତକାର ଦେଇ କହିଛନ୍ତି ମାମଲା ସୁପ୍ରିମ୍କୋର୍ଟରେ ଥିବାରୁ ଏହା ଉପରେ କମେଣ୍ଟ୍ କରିବା ଠିକ୍ ହେବନାହିଁ । ତେବେ ଏଥିରେ ବିଜେପି ପାଇଁ କିଛି ଲୁଚାଇବା ଭଳି!-->…
ଚାଷୀଙ୍କ ହକ୍ ପାଇଁ ରାସ୍ତାରେ ବିଜେଡି
ଚାଷୀଙ୍କ ବିରୋଧରେ କେନ୍ଦ୍ର କରିଛି ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆରପାର ଲଢେଇ କରୁଛି ବିଜେଡି । ଆଜି ରାଜ୍ୟର ସମସ୍ତ ପଞ୍ଚାୟତରେ ବିଜେଡି ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବ । ଗାଁ ଗାଁରେ କେନ୍ଦ୍ରକୁ ହକ୍ ମାଗିବେ ଚାଷୀ । କେନ୍ଦ୍ର ବଜେଟରେ ଧାନ!-->…
ଆଜିଠୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା
ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଦେଶରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ଦ୍ୱାଦଶ ପରୀକ୍ଷା। ଦଶମ ପରୀକ୍ଷା ଦେଉଛନ୍ତି ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ। ଉଭୟ ପରୀକ୍ଷା ସକାଳ ୧୦ଟ ୩୦ରୁ ଆରମ୍ଭ ହେବ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଟକଣା କଡ଼ାକଡ଼ି!-->…
ମୌନରେ ଗୋପାଳ: ଚୌଦ୍ୱାର ଜେଲରେ କାଟିଲା ପ୍ରଥମ ରାତି
ବଦଳିଲା ଗୋପାଳର ଠିକଣା । ନବ ଦାସଙ୍କ ହତ୍ୟା ଅଭିଯୁକ୍ତର ନୂଆ ଠିକଣା ଚୌଦ୍ୱାର ସର୍କଲ ଜେଲ୍ । ହାଇସିକ୍ୟୁରିଟି ୩ ନମ୍ବର ସେଲରେ ଅଛି ଗୋପାଳ । ସେଲରେ କେବଳ ସେ ଏକୁଟିଆ ରହୁଛି । ଚୌଦ୍ୱାର ଜେଲରେ ପ୍ରଥମ ରାତି କାଟିଛି । ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ପରେ ଗତକାଲି ତାକୁ କଡ଼ା!-->…
