ରାଜଧାନୀରେ ପହଞ୍ଚିଲା ବିଜୁବାବୁଙ୍କ ବିମାନ ଡାକୋଟା
ବିଜୁବାବୁଙ୍କ ଡାକୋଟା ବିମାନ ଶେଷରେ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨ଟି ଲରି ଜରିଆରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱରରେ ପହଞ୍ଚିଛି ବିମାନ । ତେବେ ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଡାକୋଟା ବିମାନକୁ!-->…
