Odia News Portal

ବିବାହକୁ ପୂରିନି ଚାରି ଦିନ , ଆଖି ବୁଜିଲେ ନବ ଦମ୍ପତ୍ତି

ଗତ ୧୦ ତାରିଖରେ ପଡିଥିଲା ହାତଗଣ୍ଠି । କେତେ ସପ୍ନ କେତେ ଆଶା ଥିଲା ଯେ, ସାତ ଜନମର ସାଥୀ ହୋଇ ସାରା ଜୀବନ ବଞ୍ଚିବେ ବୋଲି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସଂସାର ଛାଡିଲେ । ଭାଲେନଣ୍ଟାଇନ୍ ଡେ ପୂର୍ବରୁ ଚାଲିଗଲା ନବ ଦମ୍ପତ୍ତିଙ୍କ ଜୀବନ ।…

ଚୌଦ୍ୱାର ଜେଲ୍ ଯିବେ ଗୋପାଳ

ଝାରସୁଗୁଡା ଜେଲରୁ ବାହାରିଲା ଗୋପାଳ ଦାସ । କଡା ସୁରକ୍ଷା ଗୋପାଳକୁ ଚୌଦ୍ୱାର ଜେଲ ଅଣାଯାଇଥିବା ସୂଚନା । ସୁରକ୍ଷା ଦୃଷ୍ଟିର ସ୍ଥାନାନ୍ତର ଆବେଦନ କରିଥିଲାେ ଜେଲ ବିଭାଗ । ଜେଲ୍ ବିଭାଗ ଆବେଦନକୁ ଆଜି ମଞ୍ଜୁର କରିଥିଲେ କୋର୍ଟ ।

ଅବଦୁର ରେହମାନର ଆଜି ହେବ ଦଣ୍ଡ ଘୋଷଣା

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ…

ବାଇକର ପେଟ୍ରୋଲ ଟାଙ୍କି ଫାଟି ଯୁବକଙ୍କ ଚାଲିଗଲା ଜୀବନ

କନ୍ଦରପୁର ଟୋଲ ଗେଟ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗାଡିକୁ ଧକ୍କା ଦେବା ପରେ ଫାଟିଲା ବାଇକର ପେଟ୍ରେଲ ଟାଙ୍କି । ନିଆଁ ଲାଗି ଦୁଇ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । କଟକ ପାରାଦ୍ୱୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ରାଜେଶ ଦାସ…

ଭୁବନେଶ୍ୱରରେ ରାସ୍ତାରୋକ କଲେ ବିଜେପି କର୍ମୀ

ଭୁବନେଶ୍ୱରରେବିଜେପିରହରତାଳ।ମୁଖ୍ୟମନ୍ତ୍ରୀଙ୍କଇସ୍ଥପାଦାବିରେରାଜରାସ୍ତାକୁଓହ୍ଲାଇଲାବିଜେପି।ଟାୟାରଜାଳିଭୁବନେଶ୍ୱରରେରାସ୍ତାରୋକକଲେବିଜେପିକର୍ମୀ।

ଚାଉଳ ବନ୍ଦ ପ୍ରସଙ୍ଗରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ କେନ୍ଦ୍ର ବନ୍ଦ କରିବା ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି । ଆଜିଠାରୁ ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି । ଆଜି ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ…

ନ୍ୟୁଜିଲାଣ୍ଡରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନ୍ୟୁଜିଲାଣ୍ଡକୁ ବାତ୍ୟା ଗେବ୍ରିୟଲ ଭୟ । ଆଗକୁ ବଢ଼ିବା ସହ ସାମୁଦ୍ରିକ ଝଡ଼ ପ୍ରକୋପ ଦେଖାଉଛି । ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ଆଡକୁ ବଢୁଛି ବାତ୍ୟା ଗେବ୍ରିୟଲ । ଅକଲାଣ୍ଡ ଓ ଆଖାପାଖ ଅଞ୍ଚଳରେ ହିଟ୍‌ କରିପାରେ ସାମୁଦ୍ରିକ ବାତ୍ୟା । ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ଜାତୀୟ…

କେମିତି କଟିବ ଦିନ?

ମେଷ : ଆଜି ବିଚାରର ଗତିଶୀଳତାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ଆଜିର ଦିନ ଆପଣଙ୍କପାଇଁ ଚାକିରି କ୍ଷେତ୍ରରେ ପ୍ରତିଦ୍ୱନ୍ଦୀମୂଳକ ରହିବ ଏବଂ ସେଥିରେ ପ୍ରତିଦ୍ୱନ୍ଦିତା କରି ଭଲ କରିବାକୁ ଚେଷ୍ଟା କରିବେ। ମାନସିକ ରୂପରେ ଆଜିର ଦିନ ଅସୁବିଧା ଏବଂ ଅଡ଼ୁଆ ରହିବ। ଶାରୀରିକ ରୂପରେ…

ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ । ସରକାରଙ୍କ ରୂପାନ୍ତରଣ…

ପ୍ରେମ ର ଋତୁ ଫେବୃଆରୀ

କ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ, ସେମିତି ଗୋଟେ ଦିନ ତ ଏ ଭାଲେଣ୍ଟାଇନ୍ ଡେ । ଆଜି ଫେବୃଆରୀ ୧୪- ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ …