Odia News Portal

ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ, ୯ଟି ବିଷୟ ଉପରେ ହେବ ଚର୍ଚ୍ଚା

ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ । କୋଣାର୍କ ଇକୋ ରିଟ୍ରିଟରେ ଦ୍ୱିତୀୟ ଦିନ ଆଲୋଚନା କରାଯିବ । ଆଜି ୯ଟି ବିଷୟରେ ହେବ ଚର୍ଚ୍ଚା । ଓଡ଼ିଶା ଅର୍ଥନୀତିକୁ ଗତିଶୀଳ କରୁଛି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମଇ, ଭିଜନ ଅଫ ନ୍ୟୁ ଓଡ଼ିଶା- ଦ ଡ୍ରିମ୍‌ ଅଫ ଦ ଜେନ୍‌ ଏକ୍ସ,…

ଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ:୪୦ ଆହତ

 ଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪୦ ଜଣ ଲୋକ ଆହତ ହୋଇଥିବା ସୂଚନା । କୋଟଗଡ ଥାନା ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା । ଦୁର୍ଘଟଣାଗ୍ରସ୍ତ ସାଲିଙ୍କୁ ବସ୍ ମୁନିଗୁଡାରୁ ଫୁଲବାଣୀ ଆସୁଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ…

ରାଜଧାନୀରେ ହେବ ନୀରବଚ୍ଛିନ୍ନ ଜଳଯୋଗାଣ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

ରାଜଧାନୀରେ ପୂରଣ ହୋଇଛି ଜଳ ବିଶୋଧନାଗାରର କ୍ଷମତା । ପାନୀୟ ଜଳର ଚାହିଦା ମେଣ୍ଟାଇବା ପାଇଁ ଜଳ ବିଶୋଧନାଗାରର କ୍ଷମତା ବୃଦ୍ଧି ହେବା ନିହାତି ଆବଶ୍ୟକ । ଏହାକୁ ଉପଲବ୍ଧି କରିବା ପରେ ଭୁବନେଶ୍ୱରକୁ ନୀରବଚ୍ଛନ୍ନ ଜଳଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।…

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ ର ମିଳିତ ଆନୁକୂଲ୍ୟରେ…

ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ ଆସିବାକୁ ପସନ୍ଦ କରନ୍ତି ନାହିଁ

ଦେଶ ତଥା ବିଦେଶର ଲୋକମାନେ ପାଟନା ସମେତ ବିହାର ବୁଲିବାକୁ ଆସିଥାନ୍ତି । କିନ୍ତୁ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଲୋକମାନେ ଆସିବାକୁ ପସନ୍ଦ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସବୁ ସ୍ଥାନ ବିଷୟରେ …. ମାଧୁବାନୀ ସହର କେବଳ ଦେଶରେ ନୁହେଁ, ଚିତ୍ର ଆଙ୍କିବା ପାଇଁ ବିଶ୍ୱରେ…

ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ବାନ ଦେଇଛନ୍ତି। ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ…

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ…

 ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳ ରେ ଏପରି  ଜଣେ ଭାଗ୍ୟହୀନ କ୍ରିକେଟର ଅଛନ୍ତି, ଯିଏକି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ସୁଯୋଗ ଦିଆଯାଉ ନାହିଁ । ଏହି କ୍ରିକେଟର ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହୋଇଛନ୍ତି । ଆଜିକାଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର…

 ସର୍ବବୃହତ କଙ୍କଡା ଭାବେ ସ୍ଥାନ ପାଇଛି ​​ଗିନିଜ୍ ୱାର୍ଲ୍ଡ ରେକର୍ଡସରେ

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ କିମ୍ବା ଫଟୋ ଉପରେ ସବୁବେଳେ ସଭିଏଁ ନଜର ରଖିଥାନ୍ତି। ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଜିନିଷ ନଜରକୁ ଆସିଥାଏ। ଯାହାକୁ ସହଜରେ ବିଶ୍ବାସ କରିବା ଅସମ୍ଭବ ହୋଇପଡେ। ଏମିତି ଅବିଶ୍ବନୀୟ ଭିଡିଓ କିମ୍ବା ଫଟୋ ପବନ ବେଗରେ ଦେଖୁ ଦେଖୁ ଭାଇରାଲ ହେଇଯାଇଥାଏ। …

କର୍ତ୍ତବ୍ୟରେ ଅବହେଳା ପାଇଁ ବସ୍ତା ଥାନା ଅଧିକାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଅବକାରୀ ଥାନା ଅଧିକାରୀ। ବାଲେଶ୍ବର ଜିଲ୍ଲା ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି । ପୂର୍ବରୁ ଭଗବାନ ଏକ ଅଫିମ ଜବତ ଘଟଣାରେ ଅଭିଯୁକ୍ତକୁ ହେରଫେର କରି ପୁଣି ଗିରଫ ଘଟଣାରେ…