ଚାଉଳ ବନ୍ଦ ହେବାକୁ ନେଇ ଆନ୍ଦୋଳନ କରିବ ବିଜେଡି
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିବ ବିଜେଡି । ୧୪,୧୫,୧୬ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ । ପ୍ରେସମିଟ୍ କରି ଶାସକ ବିଜେଡି ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ!-->…
