ରାହୁଲଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରାଯାଇଛି। ବିଜେପି ନେତା ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଆଣିଥିବା ସ୍ବାଧିକାର ଭଙ୍ଗ ଅଭିଯୋଗ ଆଧାରରେ ସଚିବାଳୟ ରାହୁଲଙ୍କୁ ନୋଟିସ ଜାରି କରିଛି। ନୋଟିସରେ!-->…
