Odia News Portal

ଓଏସସିବି ନିର୍ବାଚନ:ଅମ୍ବିକା ପ୍ରସାଦ ଦାସଙ୍କ ହାଟ୍ରିକ୍

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ପରିଚାଳନା ପରିଷଦକୁ ତୃତୀୟ ଥର ଲାଗି ନିର୍ବାଚିତ ହୋଇ ହାଟ୍ରିକ କରିବାରେ ସୌଭାଗ ଅର୍ଜନ କରିଛନ୍ତି ।ବରିଷ୍ଠ ସମବାୟବିତ୍ ତଥା ସାମ୍ବାଦିକ ଅମ୍ବିକାପ୍ରସାଦ ଦାସ । ଶ୍ରୀ ଦାସଙ୍କ ବିଜୟ ନେଇ ନିର୍ବାଚନ ଅଧିକାରୀ ଶନିବାର ଦିନ ବିଧିବଦ୍ଧ ଘୋଷଣା କରିଛନ୍ତି ।…

ପେଟିଏମ କୁ ବିକିଲା ଆଲିବାବା, ୩.୧୬ ପ୍ରତିଶତ ଅଂଶଧନକୁ ୧୩୬୦୦କୋଟିରେ ବିକିଲା

ପେଟିଏମ୍‌ର ମୂଳ କମ୍ପାନି ୱାନ୯୭ କମୁନିକେସନ୍ସ ଲିମିଟେଡ (ଓସିଏଲ)ରୁ ଚୀନ କମ୍ପାନି ଆଲିବାବା ସଂପୂର୍ଣ୍ଣ ରୂପେ ଓହରି ଯାଇଛି। ପୂର୍ବରୁ କମ୍ପାନି ଜୋମାଟୋ ଏବଂ ବିଗବାସ୍କେଟରୁ ଅଂଶଧନ ବିକ୍ରି କରିଦେଇଥିବାବେଳେ ଏବେ ପେଟିଏମରୁ ମଧ୍ୟ ଅଂଶଧନ ବିକ୍ରି କରିଦେଇଛି।ପେଟିଏମରେ ଥିବା ୩.୧୬…

ଫେବୃଆରୀ ୧୬ରେ ଦିଲ୍ଲୀ ମେୟର ନିର୍ବାଚନ

ଦିଲ୍ଲୀର ମହାନଗର ନିଗମ (ଏମସିଡି)ର ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟଙ୍କ ନିର୍ବାଚନ ଫେବୃଆରୀ ୧୬ରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଗ୍ରହଣ କରିଛନ୍ତି। ବିଜେପି ଏବଂ ଆମ୍ ଆଦମୀ…

ତୁର୍କୀ ବିପର୍ଯ୍ୟୟ : ୫ଦିନ ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ୨ ମାସର ଶିଶୁ

ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଜ୍ଝ ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ…

ଗୁଗୁଲରୁ ଦେଖି ଔଷଧ ଦେଉଥିଲେ ଡାକ୍ତର, ବାନ୍ଧିଲା ପୋଲିସ

ଗୁଗୁଲ ଦେଖି ଔଷଧ ଦେଉଥିଲେ ଡାକ୍ତର । ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ତାମିଲନାଡୁର ଥାନଝାବୁର ଜିଲ୍ଲାରୁ ଆସିଛି ଏଭଳି ଘଟଣା । ଗିରଫ ନକଲି ଡାକ୍ତର ହେଲେ ଡାକ୍ତର ସେମବିୟାନ । ଏହି ନକଲି ଡାକ୍ତରଙ୍କ ବୟସ ୩୫ ବର୍ଷ । ସେମବିୟାନ ଦିଲ୍ଲୀର ଏକ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା…

ଖୋଲାଚାଲିଛି ସୁକନ୍ୟା ସମୃଦ୍ଧି ଖାତା:୨ଦିନରେ ୧୦ ଲକ୍ଷ

ଭାରତୀୟ ଡାକ ବିଭାଗ ଦ୍ୱାରା ଦୁଇ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ସାଧାରଣତଃ ପ୍ରତିବର୍ଷ ଡାକ ବିଭାଗ ଦ୍ୱାରା ହାରାହାରି ୩୩ ଲକ୍ଷ ସୁକନ୍ୟା ସଂମୃଦ୍ଧି ଖାତା ଖୋଲାଯାଇଥାଏ। ବିଗତ ଆଠ ବର୍ଷ ମଧ୍ୟରେ ସମୁଦାୟ ୨.୭ କୋଟି ସୁକନ୍ୟା ସମୃଦ୍ଧି ଖାତା…

କର୍ଣ୍ଣାଟକର ପ୍ରଥମ ଏମବିଏ ଟ୍ରାନ୍ସଜେଣ୍ଡରଙ୍କ ନିବେଶରେ ଚାଲିଛି ନାଇଟ୍ ଫୁଡ୍ ଷ୍ଟଲ

କର୍ଣ୍ଣାଟକର ତିନିଜଣ ଟ୍ରାନ୍ସଜେଣ୍ଡର ମିଶି ଏକ ଖାଦ୍ୟ ଷ୍ଟଲ୍ ଖୋଲିଛନ୍ତି, ଯାହା କର୍ଣ୍ଣାଟକର ଉଦୁପିରେ ବିଳମ୍ବିତ ରାତି ଯାଏ ଚାଲିଥାଏ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ସହରରେ ଏହା ହେଉଛି ପ୍ରଥମ ଖାଦ୍ୟ ଷ୍ଟଲ୍ ଯାହା ସାଧାରଣତଃ, ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବେଶି…

ଓଏଚଆରସି ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ 

ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ।ଇସ୍ତଫା ସମ୍ପର୍କରେ ରଘୁବୀର ଦାସ କହିଛନ୍ତି, ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ଯାହାଙ୍କୁ…

ଓଡିଆ ଛୁଙ୍କ ନେଇ ଆସୁଛି ଓଡିଆ ଚଳଚ୍ଚିତ୍ର “ପ୍ରଥା”

ବର୍ତ୍ତମାନ ପରିସ୍ଥିତିରେ ଯେଉଁଠି ଓଡିଆ ଚଳଚ୍ଚିତ୍ରର ଚାହିଦା କମିବାକୁ ଲାଗିଛିି ସେଠି ନିର୍ଦ୍ଦେଶକ ଓ ଓଡିଆ ସିନେତାରକା ଭରପୂର ଚେଷ୍ଟା ଚଲେଇଛନ୍ତି କିପରି ପୁଣି ଓଡିଆ ଦର୍ଶକଙ୍କ ମନ ମୋହିବେ। ତେବେ ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ଏବେ ପରଦାକୁ ଆଣୁଛନ୍ତି…