ତୁର୍କୀକୁ ରପ୍ତାନୀ କାରବାର ବାଧାପ୍ରାପ୍ତ ଆଶଙ୍କା
ତୁର୍କୀରେ ଘଟିଥିବା ଭୟାବହ ଭୂମିକମ୍ପ ଯୋଗୁଁ ସେଠାକୁ ଭାରତୀୟ ସାମଗ୍ରୀର ରପ୍ତାନୀ କାରବାର ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି । ଭାରତ ପକ୍ଷରୁ ତୁଳା, ସୂତା ଏବଂ କପଡାରେ ବ୍ୟବହୃତ ରଙ୍ଗ ଇତ୍ୟାଦି ତୁର୍କୀକୁ ରପ୍ତାନୀ କରାଯାଇଥାଏ । ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୮ ହଜାର ଅତିକ୍ରମ!-->…
