Odia News Portal

୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହେଲେ ନୂତନ ମୁଖ୍ୟ ବିଚାରପତି

ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ରବିବାର ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି। ରିଜିଜୁଙ୍କ ସୂଚନା ମୁତାବକ, ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ଗୌହାଟୀ ହାଇକୋର୍ଟର ମୁଖ୍ୟ…

ଦେଶରେ ନୂତନ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୨୪

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା…

କୁନୋ ଜାତୀୟ ଉଦ୍ୟାନକୁ ୧୮ରେ ଆସିବେ ୧୨ ଚିତାବାଘ

ଆସିବେ ନୂତନ ଚିତାବାଘ, ପ୍ରଥମ ଯୋଜନା ସୂଚାରୁ ରୂପେ ସଫଳ ହେବା ପରେ କାର୍ଯ୍ୟକାରୀ ହେବ ଦ୍ୱିତୀୟ ଯୋଜାନ । ତେବେ ଆସନ୍ତା ୧୮ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ପୁଣି ଆଉ ୧୨ଟି ଚିତାବାଘ ଆଣିବାକୁ ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପାଳିତ ହେଲା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ବାର୍ଷିକୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜା ଓ ଯଜ୍ଞ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଅର୍ଜୁନ…

ଉଚ୍ଚ ରକ୍ତ ଚାପ କମାଇବାରେ ସହାୟକ ହୁଏ ଗୁଜୁରାତି

ଗୁଜୁରାତି, କାହାକୁ ବା ଅଜଣା ଖାଦ୍ୟ ଠାରୁ ଆରମ୍ଭ କରି ଉପଚାର କରିବା ପର୍ଯ୍ୟନ୍ତ ନିତିଦିନିଆ ବ୍ୟବହାର୍ଯ୍ୟରେ ଆମ କାର୍ଯ୍ୟରେ ଆସିଥାଏ । ଆହୁରି ମଧ୍ୟ ଗୁଜୁରାତି ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ ।…

ପୁରୀ କୋଣାର୍କ ବେଳାମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା। କାର, ବାଇକ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ରବିବାର ପୂର୍ବାହ୍ନରେ…

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାର ୨୪% କୁ ବୃଦ୍ଧି

ଚଳିତ ଆର୍ଥିକବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶିରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଫେବୃୟାରୀ ୧୦ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୧୫ ଲକ୍ଷ ୬୭ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶନିବାର ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ଟିକସଦାତାଙ୍କୁ ଫେରସ୍ତ ହୋଇଥିବା ରାଶିକୁ…

ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର

ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର । ପରିବାରର ଆର୍ଥିକ ବୋଝ ପାଇଁ ସେ ଘରକୁ ଘର ବୁଲି ଖବର କାଗଜ ବାଣ୍ଟୁଥିଲେ। ସେଥିରୁ ଯାହା କିଛି ରୋଜଗାର ହେଉଥିଲା ସେଥିରୁ ଘର ଚଳାଇବା ସହ ନିଜ ପାଠ ପଢା ଖର୍ଚ୍ଚ କରୁଥିଲେ । ଏବେ ନିଜ ଅଧ୍ୟବସାୟ ବଳରେ ସେ ଜଣେ ଶିକ୍ଷକ ହୋଇ…

ତୁର୍କୀରେ ଅବତରଣ କଲା ଭାରତର ୭ମ ପଣ୍ୟବାହୀ ବିମାନ

ତୁର୍କୀ ଓ ସିରିୟାର ଭୂକମ୍ପ ପୀଡ଼ିତମାନଙ୍କ ନିମନ୍ତେ ‘ଅପରେସନ୍ ଦୋସ୍ତ୍’ ଅଭିଯାନରେ ରିଲିଫ୍ ସହାୟତା ନେଇ ଯାଇଥିବା ଭାରତୀୟ ବାୟୁସେନାର ୭ମ ପଣ୍ୟବାହୀ ବିମାନ ଆଜି ଆଦାନା ବିମାନ ବନ୍ଦରରେ ଅବତରଣ କରିଛି।ତୁର୍କୀ ନିମନ୍ତେ ୧୩ ଟନ୍ ଓଜନର ଡାକ୍ତରୀ ଉପକରଣ ଏବଂ ସିରିୟା ନିମନ୍ତେ ୨୪ ଟନ୍ ଓଜନର…

ବଢୁଛି ତାପମାତ୍ରା, ୮ ସହରରେ ୩୬ ଡିଗ୍ରୀ ଅତିକ୍ରମ

ଫେବୃଆରୀ ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରର ପାରଦ ୩୭ ଡିଗ୍ରୀ ଟପିଛି। ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଛି। ଯାହା ସ୍ବାଭାବିକରୁ ଅଧିକ। ରାଜ୍ୟରେ ଫେବୃଆରୀରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ। ଆଗକୁ…