Odia News Portal

ସରିଲା ଗୋପାଳର ନାର୍କୋ ଟେଷ୍ଟ,ସମସ୍ତ ରିପୋର୍ଟ ଏକସଙ୍ଗରେ କରାଯିବ ତଜର୍ମା

ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ବିମାନ ଯୋଗେ ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ଆସନ୍ତାକାଲି ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା । ନାର୍କୋ…

ଗର୍ଭବତୀ ଅଛନ୍ତି କି କିଆରା?

ବିବାହର ଚର୍ଚ୍ଚା ପରେ ପୁଣି ଚର୍ଚ୍ଚାରେ ଆସିଲେ ବଲିଉଡର ନୂତନ ଦମ୍ପତି ସିଡକିଆରା । ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ‘ଶେରଶାହା’ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ…

ଦିଲ୍ଲୀ ମେୟର ନିର୍ବାଚନ: କେଜ୍ରିୱାଲ ସରକାର, ଏମସିଡି ତରଫରୁ ୧୬ ଫେବୃଆରୀରେ ବସିବ ବୈଠକ

‘ଆପ୍’ ଓ ‘ବିଜେପି’ ମଧ୍ୟରେ ବାଦବିବାଦ ଯୋଗୁଁ ୩ ଥର ବିଫଳ ହୋଇଥିବା ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ଆଗାମୀ ୧୬ ଫେବୃଆରୀ, ଗୁରୁବାର ଦିନ ଦିଲ୍ଲୀ ନଗର ନିଗମର ବୈଠକ ବସିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି…

ପୁଣି ଚିଲିକା ମଝିରେ ଫସିଲା ଭସା ପୋଲ

ଆଜି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭସା ପୋଲ ମଝି ଚିଲିକାରେ ଅଟକି ରହିଛି । ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀବାହୀ ଭସା ପୋଲ ଫସି ରହିଛି । ଏହା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକି ଯାଇଛି । ଭସା ପୋଲରେ ୨ଟି ବସ୍ ସମେତ ୧୦ଟି…

ବଜେଟ ପରେ ପରିବର୍ତ୍ତନ ହୋଇଛି କି ସୁନା ଦର?

ସ୍ଥିର ଅଛି ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ଅଛି  ରେଟ୍? ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୨,୪୦୦ ଟଙ୍କା ଓ ୫୭, ୧୬୦ ଟଙ୍କା ଛୁଇଁଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା…

ଏମିତି ଜଣେ ବ୍ୟାକ୍ତି ଯିଏ କି ୬୨ ବର୍ଷ ହେବ ଶୋଇନାହାନ୍ତି

ଯଦି ଦିନେ ନିଦ ନ ଆସେ ତେବେ ଲୋକମାନେ ଅସ୍ଥିର ହୋଇଯାଆନ୍ତି । ଯଦି ଆପଣଙ୍କୁ ଦୁଇ ରାତି ଜାଗ୍ରତ ରହିବାକୁ ପଡ଼େ, ତେବେ ତୃତୀୟ ଦିନ ଆପଣ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରିବେ । ଶରୀର କାମ ବନ୍ଦ କରିଦିଏ ଓ କୌଣସି କାମ କରିବାକୁ ଭଲ ଲାଗେ ନାହିଁ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ,…

ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ବଲ୍ ଟାମ୍ପରିଂ ଅଭିଯୋଗ ରେ ଜାଡେଜାଙ୍କୁ ଲାଗିଲା ଜୋରିମାନା

ଭାରତ ନାଗପୁର ଟେଷ୍ଟ ମ୍ୟାଚକୁ ଇନିଂସ ବିଜୟ ସହ ୧୩୨ ରନରେ ଜିତି ନେଇଛି । ଟିମ୍ ଇଣ୍ଡିଆର ଫ୍ୟାନ୍ସ ବିଜୟ ଉତ୍ସବ ମନାଉଥିବା ବେଳେ ଆଇସିସି ଏକ ନିରାଶ ଭଳି ଖବର ଦେଇଛି । ଆଇସିସି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଲଗାଇଛି । ଆଇସିସି…

ମହିଳା ବିଶ୍ୱକପ ଟି -୨୦ : ଭାରତ ପାକିସ୍ତାନ ମୁକାବିଲାରେ ଖେଳିବେନି ଆହାତ ମନ୍ଧାନା

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏହି ମ୍ୟାଚ୍ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଆଇସିସି ଟ୍ରଫି ଜିତିବା ପାଇଁ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇବା…

ଆସନ୍ତା ୧୯ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜିତ ହେବ । ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ ବୋଲି ସୂଚନା ମିଳିଛି । ପଦ୍ମପୁର ଉପନିର୍ବାଚନ ବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ କରିବା ଦିଗରେ ପଦକ୍ଷେପ ନିଆଯିବ । ବିଶେଷ…

ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କ ଇସ୍ତଫା, ବିଶ୍ୱ ଭୂଷଣଙ୍କୁ ଛତିଶଗଡ଼…

ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ଅଦଳବଦଳ କରିଛନ୍ତି କେନ୍ଦ୍ର ସରକାର । ୧୨ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଛଡ଼ା ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୂଆ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଏବଂ ଲଦାଖ…