ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ, ଥାର ଗାଡ଼ି ଚଢ଼ାଇ ସାଙ୍ଗକୁ ମାରିଦେଲା ସାଙ୍ଗ
ଭୁବନେଶ୍ୱର(Swadhikar News): ଚନ୍ଦ୍ରଶେଖରପୁର 'ଥାର୍' ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ସୂଚନା ମୁତାବକ ମେ ୨୯ ତାରିଖ ରାତି ସମୟ ପାଖାପାଖି ୧୨ଟାରେ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଦ୍ରୁତଗାମୀ ଥାର୍ ଗାଡ଼ି ।…
