Odia News Portal

ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି ସ୍ଥାନରେ ଆୟ…

ଆଜି ବିଆରଏସରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

ଆଜି କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି -ବିଆରଏସରେ ସାମିଲ ହେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ବିଆରଏସରେ ସାମିଲ ହେବେ । ହାଇଦ୍ରାବାଦରେ ବିଆରଏସର ମିଶ୍ରଣ ପର୍ବ ଆୟୋଜିତ…

ୟୁକ୍ରେନ୍‌ ଉପରେ ମିସାଇଲ ମାଡ଼ କଲା ରୁଷ,୧୧ ମୃତ

ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ପୁଣି ୟୁକ୍ରେନ ଉପରେ ରୁଷିଆ ଘନଘନ ଆକ୍ରମଣ କରିଛି । ଫଳରେ ଆକ୍ରମଣ ଯୋଗୁଁ ୧୧ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ ଉପରେ କ୍ଷେପଣାସ୍ତ୍ର ସହ ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୟୁକ୍ରେନର ୩୫ରୁ ଅଧିକ କୋଠା ଭୁଶୁଡ଼ିପଡ଼ିଛି । ଦିଆଯାଇଥିବା…

ବସନ୍ତ ପଞ୍ଚମୀ ଦିନ ଲଗାନ୍ତୁ ଏହି ଗଛ

ବସନ୍ତ ପଞ୍ଚମୀ ଦିନ ବହୁତ ଶୁଭ ହୋଇଥାଏ । ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ। ଦେବୀ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏ । ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ । ଏହି ଦିନ ମା’ ସରସ୍ୱତୀଙ୍କ ପୂଜା କରାଯାଏ । ଏହି ଦିନ ଗଛ ଲଗାଇବା ବହୁତ ଶୁଭ…

ରେକର୍ଡ କଲା ଶାହରୁଖଙ୍କ ଫିଲ୍ମ ‘ପଠାନ’, ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ

ବଲିଉଡର କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’ ରିଲିଜ ହୋଇଛି । ଅନେକ ବାଦ ବିବାଦ ପରେ ଫିଲ୍ମଟି ଶେଷରେ ରିଲିଜ ହୋଇଛି । ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗି ଦେଇଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ…

ଏହି ସମୁଦ୍ର କୂଳରେ ବୁଲିବା ମାତ୍ରେ ହେଉଛି ମୃତ୍ୟୁ

ବିଶ୍ବରେ ଅନେକ ସମୁଦ୍ର ରହିଛି, ଯାହାକି ନିଜର ସୁନ୍ଦରତା ପାଇଁ ଜଣାଯାଏ। ତାଙ୍କ ଭିତରେ ସାମିଲ ଅଛନ୍ତି, ଆଇସଲାଣ୍ଡର ବ୍ଲାକ ସ୍ୟାଣ୍ଡ ବିଚ୍‌, ଯାହାକି ନିଜ ଆଡକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହା ପ୍ରାଣଘାତୀ ହୋଇପାରେ। ଆମେ ରେନିସ୍ଫଜାରା ବିଚ୍‌ ବିଷୟରେ କଥା ହେଉଛୁ।…

ଭାରତରେ ଲଞ୍ଚ ହେଲା ପ୍ରଥମ କରୋନା ନାଜାଲ ଭାକ୍ସିନ୍‌

ଭାରତର କରୋନା ବିରୋଧୀ ଲଢେଇକୁ ଆହୁରି ଶକ୍ତି ମିଳିଛି । ଗୁରୁବାର ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର. ମନସୁଖ ମାଣ୍ଡବ୍ୟ ଭାରତ ବାୟୋଟେକ୍‌ର ନାଜାଲ କରୋନା ନାଜାଲ ଭାକ୍ସିନ୍‌ iNCOVACC  ଲଞ୍ଚ କରିଛନ୍ତି । ଏହି ଟିକାକୁ ପୁର୍ବରୁ BBV154 ନାମ ଦିଆଯାଇଥିଲା ।…

ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ରଥଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା

ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା…

ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ କଳା କ୍ଷେତ୍ରରେ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି ଚରଣ କୁଅଁର ଓ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ୍, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ୟ୍ୟାମୀ ମିଶ୍ର ଏବଂ କୃଷି କ୍ଷେତ୍ରରେ ପଟାୟତ…

ମାଘରେ ଶୀତ ଗାଏବ, ବଢୁଛି ରାତି ତାପମାତ୍ରା

ମାଘରେ ଶୀତ ଗାଏବ। ବଦଳୁଛି ପାଣିପାଗ । କମିଛି ଶୀତ ବଢୁଛି ତାପମାତ୍ରା । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ପାରଦ । ୩୧ ଡିଗ୍ରୀ ସେଲସିୟସ ଉପରେ ୧୭ଟି ସହର ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ୩୨ ଡିଗ୍ରୀ ସେଲସିୟସ ଉପରେ ୭ଟି ସହରର ତାପମାତ୍ରା…