ଗଞ୍ଜେଇ ଚାଲାଣ ମାମଲା, ୩ ଅଭିଯୁକ୍ତକୁ ୧୦ ବର୍ଷ ଲେଖାଁଏ କାରାଦଣ୍ଡାଦେଶ
ବୌଦ୍ଧଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ବୁଧବାର ଦିନ ଏକ ଗଞାଇ ଚାଲାଣ ମାମଲାର ବିଚାର କରି ତିନି ଅଭିଯୁକ୍ତକୁ ଦଶ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ଏକ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ୧୯.୮,୨୧!-->…
