Odia News Portal

ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ର

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୫ ଜଣ ହାଇସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସରସ୍ବତୀ ମୂର୍ତ୍ତି ଆଣିବାକୁ ଯାଇଥିଲେ। ଓଲମରା ହାଇସ୍କୁଲରେ…

ଓଡିଆ ଭାଷା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦ; ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ

ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟେନ୍‌ ବୁଧବାର ଶୁଭାରମ୍ଭ ହୋଇଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍‌କୁ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ ପୁରୀରେ ପହଞ୍ଚିବ।…

ଦୁଇ ଦିନ ପରେ ଆରମ୍ଭ ହେବ ଖଣ୍ଡଗିରି ମେଳା,ବିଏମସି ପଦକ୍ଷେପକୁ ନେଇ ଏବେ ବି ପ୍ରଶ୍ନ

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ । ହେଲେ ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରାଜ୍ୟ…

ବିଜେପି ଛାଡିଲେ ଗିରିଧର ଏବଂ ପୁଅ ଶିଶିର ଗମାଙ୍ଗ

ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ. ପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ…

ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ: ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଏତଲା

ତୁଳସୀଦାସଙ୍କ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବରିଷ୍ଠ ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଚିତ୍ରକୁଟ ଜିଲ୍ଲାର ରାଜପୁର ଥାନାରେ ଏତଲା ଦିଆଯାଇଛି । ଅନୁଜ ହନୁମନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମୌର୍ଯ୍ୟଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି | …

ନୂଆ ଲୁକରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆ ଲୁକରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ । ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ । ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ଲେଖାଯାଇଛି । ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ…

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ୍‌

ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍‌ । ସିଏମ୍‌ଓ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ପୋଲିସ ଅଧିକାରୀ ଡି. ଏସ୍‌. କୁଟ୍ଟେଙ୍କୁ ମିଳିବ ବିଶିଷ୍ଟ ସେବା ପଦକ । ଏହାସହ ସହ ଭିଜିଲାନ୍ସ କନଷ୍ଟେବଳ ପ୍ରହ୍ଲାଦ କୁମାର ରାଉତଙ୍କୁ ବି ମିଳିବ ବିଶିଷ୍ଟ ସେବା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଛି : ବିଜେଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବିଜେଡି । ରାଜ୍ୟର ଦାବି ମୁତାବକ କେନ୍ଦ୍ର ସରକାର ଘର ଦେଲେ ନାହିଁ ବୋଲି ପ୍ରେସମିଟରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର । ରାଜ୍ୟକୁ ୧୫ଲକ୍ଷ ଘର…

ପଞ୍ଚଭୂତରେ ବିଲୀନ ହେଲା ସକାଳ ବ୍ରହ୍ମପୁର ସାମ୍ବାଦିକ ଚିରଞ୍ଜିତଙ୍କ ମରଶରୀର

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଆଞ୍ଚଳିକ ସ୍ତରରେ ଜଣାଶୁଣା ଏକ ଚେହେରା ଆଉ ଦେଖିବାକୁ ମିଳିବନି। କାରଣ ବ୍ରହ୍ମପୁରର ଜଣାଶୁଣା ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବୁଧବାର ଭୋରରେ ପରଲୋକ ଘଟିଛି। ଏକାଧାରରେ ଅପରାଧ ଓ ଅଦାଲତ କାର୍ଯ୍ୟର ଖବର ରିପୋର୍ଟିଂରେ ପାରଙ୍ଗମ ଥିବା ସହ ଜଣେ ଯୁବ…

ଭୋଟରମାନେ ଗଣତନ୍ତ୍ରର ସଂରକ୍ଷକ : ମୁଖ୍ୟମନ୍ତ୍ରୀ

ଆଜି ହେଉଛି ଜାତୀୟ ଭୋଟର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ରକ୍ଷକ । ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସମସ୍ତ ଯୋଗ୍ୟ ଭୋଟର ସକ୍ରିୟ ଭାବେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଦାୟିତ୍ଵପୂର୍ଣ୍ଣ ଭାବେ ମତଦାନ କରିବା…