ରାଜ୍ୟ ବିଜେପିକୁ ବଡ଼ ଝଟକା
ରାଜ୍ୟ ବିଜେପିକୁ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ ଦଳ ଛାଡ଼ିବା ପରେ ଆଜି ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହୋଇଛନ୍ତି । ହାଇଦ୍ରାବାଦରେ ମିଶ୍ରଣ ପର୍ବରେ ଯୋଗଦାନ ପୂର୍ବରୁ ଭୁବନେଶ୍ବରରେ ୨୦୨୪ ନିର୍ବାଚନକୁ ନେଇ!-->…
