୨୯ ତାରିଖରୁ ଓଡ଼ିଶାରେ ବଦଳିବ ପାଗ
ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ଉପକୂଳକୁ ସାମୁଦ୍ରିକ ପବନ ବହିବ । ପାଗ ମେଘୁଆ ରହିବ । ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ଼. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି!-->…
